ଅର୍ଥ : ଜଣେ ଧ୍ୟାନୀ ବୁଦ୍ଧ
ଉଦାହରଣ :
ବୌଦ୍ଧମାନେ ମାନନ୍ତି ଯେ ସ୍ୱର୍ଗ ଅମିତାଭ ବୁଦ୍ଧଙ୍କ ବାସସ୍ଥାନ
ସମକକ୍ଷ : ଅମିତାଭ ବୁଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅସୀମ ପ୍ରଭା ବା ତେଜ ସମ୍ପର୍ଣ୍ଣ
ଉଦାହରଣ :
ସୂର୍ଯ୍ୟଙ୍କର ଅନ୍ୟ ଏକ ନାମ ଅମିତାଭ ଋଷିଙ୍କ ତେଜ ତାଙ୍କ ଅମିତାଭ ମୁଖମଣ୍ଡଳରୁ ମଧ୍ୟ ପରିଲଖିତ ହେଉଥିଲା
ସମକକ୍ଷ : ଖୁବ୍ ତେଜୋମୟ
ଅନ୍ୟ ଭାଷାରେ ଅନୁବାଦ :
असीम प्रभा या तेज सम्पन्न।
सूर्य अमिताभ है।