ଅର୍ଥ : କୌଣସି ବସ୍ତୁ କିମ୍ବା କଥାଆଦି ଉପରେ ବିଚାର ନକରିବାର ଅବସ୍ଥା ବା କ୍ରିୟା
ଉଦାହରଣ :
ଅବିଚାରରୁ ମନୁଷ୍ୟ କଠିନତାରେ ଫସିଯାଏ
ସମକକ୍ଷ : ଅଚିନ୍ତନ, ଅନୁଚିନ୍ତନହୀନତା, ଅବିବେଚନା, ଅମନନ, ବିଚାରହୀନତା, ବୋଧନହୀନତା
ଅନ୍ୟ ଭାଷାରେ ଅନୁବାଦ :
The trait of forgetting or ignoring your responsibilities.
heedlessness, inadvertence, inadvertency, unmindfulness