ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପରଦିନର ପରଦିନ ଅର୍ଥାତ ଆଜିଠାରୁ ଆଗାମୀ ତୃତୀୟ ଦିନ
ଉଦାହରଣ : ଅପରଦିନଠାରୁ ମୋ ଘରେ ପୂଜା ଆରମ୍ଭ ହେବ
ସମକକ୍ଷ : ଅପରଦିନ
ଅନ୍ୟ ଭାଷାରେ ଅନୁବାଦ :हिन्दी
परसों के बाद का दिन या आज से आनेवाला तीसरा दिन।
ଅର୍ଥ : ଗତ ପରଦିନର ପୂର୍ବ ଦିନ ବା ଆଜିଠୁ ବିଗତ ହୋଇଥିବା ତିନି ଦିନ
ଉଦାହରଣ : ସେ ଲୋକ ଅପରିଦିନଠାରୁ ଘରେ ନାହିଁ
गत परसों से पहले का दिन या आज से पहले का तीसरा दिन।
ଅର୍ଥ : ପଅରିଦିନର ଠିକ ପରବର୍ତ୍ତୀ ଦିନ ବା ଆଜିଠାରୁ ଆସୁଥିବା ତୃତୀୟ ଦିନ
ଉଦାହରଣ : ଅପରିଦିନ ମୁଁ ବୁଲିବାକୁ ଯିବି
परसों के बाद के दिन से या आज से आनेवाला तीसरे दिन से।
ଅର୍ଥ : ଆଜିଠାରୁ ଗତ ଠିକ ତୃତୀୟ ଦିନ
ଉଦାହରଣ : ସେହି ଲୋକମାନେ ଅପରିଦିନ ଆସିଥିଲେ
आज से व्यतीत तीसरे दिन से या को।
ସଂସ୍ଥାପନ କରନ୍ତୁ