ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅପକାର କରିବା ବାଲା ବ୍ୟକ୍ତି
ଉଦାହରଣ : ଅପକାରୀ କେବେ ସୁଖୀ ରହେନାହିଁ
ସମକକ୍ଷ : ଅନର୍ଥକାରୀ, ଅନିଷ୍ଟକାରୀ, ଅପକର୍ତ୍ତା, ଅପକାର କର୍ତ୍ତା, ଅପକାରକ
ଅନ୍ୟ ଭାଷାରେ ଅନୁବାଦ :हिन्दी
अपकार करने वाला व्यक्ति।
ଅର୍ଥ : ଅପକାର କରିବା ଲୋକ ବା ଯେ ଅପକାଋ କରେ
ଉଦାହରଣ : ଅପକାରୀ ବ୍ୟକ୍ତି କେତେବେଳେ ବି ଶାନ୍ତିରେ ଶୋଇପାରେ ନାହିଁ
ସମକକ୍ଷ : ଅନର୍ଥକାରୀ, ଅନିଷ୍ଟକାରୀ, ଅନୁପକାରୀ, ଅପକର୍ତ୍ତା, ଅପକାରକ
अपकार करनेवाला या जो अपकार करता हो।
ସଂସ୍ଥାପନ କରନ୍ତୁ