ଅର୍ଥ : ଏକ ପ୍ରକାରର ନର୍କ
ଉଦାହରଣ :
ଅନ୍ୟକୁ କଷ୍ଟ ଦେଉଥିବା ଲୋକକୁ ଅନ୍ଧକୂପ ନର୍କ ଭୋଗିବାକୁ ପଡିଥାଏ ଯେଉଁଠି ସର୍ପ ଆଦି ବିଷାକ୍ତ ଭୟଙ୍କର ଜୀବ ତାର ରକ୍ତ ପାନ କରନ୍ତି
ସମକକ୍ଷ : ଅନ୍ଧକୂପ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का नरक।
दूसरे को कष्ट पहुँचाने वाले व्यक्ति को अंधकूप नरक में जाना पड़ता है जहाँ सर्प आदि विषैले और भयंकर जीव उसका खून पीते हैं।