ଅର୍ଥ : ଅନୁଭବ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ
ଉଦାହରଣ :
ତାହାର ଅନୁଭବପୂର୍ଣ୍ଣତାକୁ ଦେଖି, ତାକୁ ଏହି କାମ ଦିଆଯାଇଛି
ସମକକ୍ଷ : ଅନୁଭବଯୁକ୍ତତା
ଅନ୍ୟ ଭାଷାରେ ଅନୁବାଦ :
अनुभव से पूर्ण होने की अवस्था या भाव।
उसकी अनुभवपूर्णता को देखते हुए, उसे यह काम सौंपा गया है।