ଅର୍ଥ : ଅନାର୍ଯ୍ୟ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଏକଲବ୍ୟର ଅନାର୍ଯ୍ୟତ୍ୱ କାରଣରୁ ଦ୍ରୋଣାଚାର୍ଯ୍ୟ ତାକୁ ଶସ୍ତ୍ରବିଦ୍ୟା ଶିଖାଇଲେ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
अनार्य होने की अवस्था या भाव।
एकलव्य की अनार्यता के कारण द्रोणाचार्य ने उसे शस्त्र-विद्या नहीं सिखाई।
अनार्यता,
अनार्यत्व