ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଗ୍ରମିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଗ୍ରମିକ   ବିଶେଷ୍ୟ

ଅର୍ଥ : ବିଲ ମଜୁରିଆଦ୍ୱାରା ଜ୍ୟେଷ୍ଠ ବା ଆଷାଢ଼ ମାସରେ ବିଲ ମାଲିକକୁ ଦିଆ ଯାଉଥିବା ଆଗୁଆ ଧନ

ଉଦାହରଣ : ସେ ଏକର ପିଛା ପାଞ୍ଚ ଶହ ଟଙ୍କା ଅଗ୍ରମିକ ମାଗୁଛି

ସମକକ୍ଷ : ଅଗ୍ରିମ ଧନ, ଆଗତୁରା ଧନ, ଆଗୁଆ ଧନ


ଅନ୍ୟ ଭାଷାରେ ଅନୁବାଦ :

खेतिहर किसान द्वारा ज्येष्ठ या आषाढ़ के महीने में खेत के मालिक को दिया जाने वाला अग्रिम धन।

उसने एक एकड़ पीछे पाँच सौ रुपए अगौर माँगे।
अगौर