ଅର୍ଥ : ହିନ୍ଦୀ ଏବଂ ସଂସ୍କୃତ ସ୍ବର ବର୍ଣ୍ଣର ପ୍ରଥମ ଅକ୍ଷର ଯାହା ବିନା ବ୍ୟଞ୍ଜନର ଉଚ୍ଚାରଣ ସମ୍ଭବ ନୁହେଁ
ଉଦାହରଣ :
ଅ ସ୍ବରର ଉଚ୍ଚାରଣ କଣ୍ଠରୁ ହୋଇଥାଏ ତେଣୁ ତାକୁ କଂଠ୍ୟବର୍ଣ୍ଣ କୁହନ୍ତି
ସମକକ୍ଷ : ସ୍ବର ଅକ୍ଷର ଅ
ଅନ୍ୟ ଭାଷାରେ ଅନୁବାଦ :
हिंदी और संस्कृत के स्वर वर्ण का प्रथम अक्षर जिसके बिना व्यंजनों का उच्चारण संभव नहीं है।
अ का उच्चारण कंठ से होता है इसलिए इसे कंठ्य वर्ण कहते हैं।