ଅର୍ଥ : ଭୌତିକର ଯେଉଁ ଶାଖାରେ ଇଲେକଟ୍ରୋନିକ ଉପକରଣଗୁଡ଼ିକଦ୍ୱାର ଇଲେକଟ୍ରୋନଗୁଡ଼ିକର ଉତ୍ସର୍ଜନ ଏବଂ ପ୍ରଭାବର ଅଧ୍ୟୟନ କରାଯାଏ
ଉଦାହରଣ :
ଶୀଲାର ଇଲେକଟ୍ରୋନିକ୍ସରେ ରୁଚି ରହିଛି
ଅନ୍ୟ ଭାଷାରେ ଅନୁବାଦ :
भौतिकी की एक शाखा जिसमें इलेक्ट्रानिक उपकरणों से इलेक्ट्रानों के उत्सर्जन एवं प्रभावों का अध्ययन किया जाता है।
शीला को इलेक्ट्रानिकी में रुचि है।The branch of physics that deals with the emission and effects of electrons and with the use of electronic devices.
electronics