Meaning : ବସ୍ ଯାତ୍ରାର ଆରମ୍ଭ ଓ ଶେଷ ସ୍ଥାନ ଯେଉଁଠାରେ ଯାତ୍ରୀମାନଙ୍କୁ ଛାଡ଼ିବା ଓ ନେବାର ବ୍ୟବସ୍ଥା ମଧ୍ୟ ଥାଏ
Example :
ସେ ବସଷ୍ଟାଣ୍ଡରେ ଘଣ୍ଟେକାଳ ସହରକୁ ଯାଉଥିବା ନିଜ ଗାଁ ବସ୍କୁ ଅପେକ୍ଷାକରି ରହିଲା
Synonyms : ବସ୍ ଷ୍ଟାଣ୍ଡ
Translation in other languages :