Subscribe
URL of the page has been copied to clipboard.
Meaning : ହୁଙ୍କାରିବାର ଶବ୍ଦ
Example : ଶତ୍ରୁର ହୁଙ୍କାର ଶୁଣିବା ମାତ୍ରେ ହିଁ ସେ ଘରୁ ବାହାରକୁ ଆସିଲା
Translation in other languages :हिन्दी English
ललकारने का शब्द।
A call to engage in a contest or fight.
Meaning : କୌଣସି କାର୍ଯ୍ୟ କରିବାପାଇଁ ଉଚ୍ଚସ୍ୱରରେ ଡାକି ଉତ୍ସାହିତ କରିବାର କ୍ରିୟା
Example : ହଳିଆର ବାରମ୍ବାର ହୁଙ୍କାର ଯୋଗୁଁ ବଳଦ ଜୋରରେ ଚାଲିଲେ
Translation in other languages :हिन्दी
कोई काम करने के लिए तेज आवाज में बोलकर उत्साहित करने की क्रिया।
Install App