Meaning : ଆମେରିକାର ସବୁଠୁ ବଡ଼ ଅଳ୍ପସଂଖ୍ୟକ ବର୍ଗ
Example :
ଆମେରିକା ଜନସଂଖ୍ୟାର ପ୍ରାୟ ପନ୍ଦର ପ୍ରତିଶତ ହେଉଛନ୍ତି ହିସ୍ପାନୀ ବର୍ଗ
Synonyms : ହିସ୍ପାନୀ, ହିସ୍ପାନୀ ବର୍ଗ
Translation in other languages :
अमेरिका का सबसे बड़ा अल्पसंख्यक वर्ग।
अमेरिकी आबादी का लगभग पंद्रह प्रतिशत हिस्पानी है।