Meaning : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ
Example :
ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ
Synonyms : ବିଭାଗ, ବିଭାଜନ, ଭାଗ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରିବା, ହରିବା କାମ, ହରିବା କାର୍ଯ୍ୟ
Translation in other languages :
An arithmetic operation that is the inverse of multiplication. The quotient of two numbers is computed.
divisionMeaning : ଛଡ଼େଇନେବା,ଲୁଟିବା, ବା ଅନୁଚିତ ରୂପରେ ବଳପୂର୍ବକ ନେଇଯିବାର ପ୍ରକ୍ରିୟା
Example :
ରାବଣ ସୀତାଙ୍କୁ ହରଣ କରିଥିଲା
Synonyms : ଅପହରଣ
Translation in other languages :