Subscribe
URL of the page has been copied to clipboard.
Meaning : ପ୍ରାଚୀନ ଭାରତରେ ଯେଉଁ ପ୍ରଥା ଅନୁସାରେ କନ୍ୟା ନିଜପାଇଁ ନିଜ ବର ବାଛିନେଉଥିଲା
Example : ସୀତାଙ୍କ ସ୍ୱୟମ୍ବରରେ ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କ ସହିତ ପ୍ରବେଶ କଲେ
Synonyms : ସ୍ୱୟଂବର, ସ୍ୱୟଂବରଣ
Translation in other languages :हिन्दी
प्राचीन भारत की एक प्रथा जिसमें कन्या अपने लिए आपही वर चुन लेती थी।
Install App