Meaning : ସ୍ୱାହିଲୀ ଭାଷା ସହ ସମ୍ବନ୍ଧିତ ବା ସ୍ୱାହିଲୀ ଭାଷାର
Example :
ସ୍ୱାହିଲୀ ବହିଗୁଡ଼ିକର ଚାହିଦା ଦିନକୁ ଦିନ ବଢ଼ୁଛି
Synonyms : ସ୍ୱାହିଲୀ
Meaning : ସ୍ୱାହିଲୀ ସହ ସମ୍ବନ୍ଧିତ ବା ସ୍ୱାହିଲୀର
Example :
ଏହି ଦଶକରେ ସ୍ୱାହିଲୀୟ ଜନସଂଖ୍ୟା ବୃଦ୍ଧି ହୋଇଛି
Synonyms : ସ୍ୱାହିଲୀର
Translation in other languages :
स्वाहिली भाषा का या स्वाहिली बोलने वाले लोगों से संबंधित।
इस दशक में स्वाहिली जनसंख्या में वृद्धि हुई है।