Meaning : ଯେଉଁ ଚିଠି ପ୍ରାପକ ନିକଟରେ ଶୀଘ୍ର ପହଞ୍ଚା ଯାଏ
Example :
ଦୁଇ ଦିନ ପରେ ବି ତାକୁ ସଙ୍ଗୀତାର ସ୍ପିଡ ଚିଠି ମିଳିଲା ନାହିଁ
Synonyms : ଆଶୁପତ୍ର, ତ୍ବରିତ ପତ୍ର
Translation in other languages :
वह पत्र जिसे भेजे जाने वाले को जल्दी पहुँचाया जाता है।
दो दिन बाद भी उसे संगीता का आशु-पत्र नहीं मिला।