Meaning : ଏକ ବର୍ଣ୍ଣବୃତ୍ତ
Example :
ସୌରଭକର ପ୍ରଥମ ପାଦରେ ସଗଣ,ଜଗଣ,ସଗଣ ଏବଂ ଲଘୁ, ଦ୍ବିତୀୟ ପାଦରେ ନଗଣ, ସଗଣ, ଜଗଣ ଏବଂ ଗୁରୁ, ତୃତୀୟ ଚରଣରେ ରଗଣ, ନଗଣ,ଭଗଣ ଏବଂ ଗୁରୁ, ଚତୁର୍ଥ ପାଦରେ ସଗଣ, ଜଗଣ, ସଗଣ, ଜଗଣ ଏବଂ ଗୁରୁ ହୁଏ
Translation in other languages :
एक वर्णवृत्त।
सौरभक के पहले चरण में सगण, जगण, सगण एवं लघु, दूसरे चरण में नगण, सगण, जगण एवं गुरु, तीसरे चरण में रगण, नगण, भगण एवं गुरु और चौथे चरण में सगण, जगण, सगण, जगण एवं गुरु होता है।