Subscribe
URL of the page has been copied to clipboard.
Meaning : ଉନ୍ନତି ବା ବୈଭବର ଦିନ
Example : ସୁଦିନ ଶେଷ ହେଉହେଉ ହିଁ ତାର ପତନ ହେଲା
Synonyms : ସୁସମୟ
Translation in other languages :हिन्दी
उन्नति या वैभव के दिन।
Meaning : ଯେଉଁ ଦିନରେ ଭଲ ଘଟଣା ଘଟେ
Example : ଦୁର୍ଦ୍ଦିନ ପରେ ସୁଦିନ ଆସେ
Synonyms : ଭଲଦିନ
वे दिन जिसमें अच्छी घटनाएँ घटित हों।
Install App