Meaning : ତନ୍ତର ସୂତା ତଳ ଉପର ହେବା ପ୍ରକ୍ରିୟା
Example :
ସାଁଥୀ ଦେଖି ପିଲାଟି ଖୁସି ହେଉଥିଲା
Translation in other languages :
Meaning : ତନ୍ତରେ ଲାଗୁଥିବା ଗୋଟିଏ କାଠ
Example :
ସାଁଥୀକୁ ସୁତରା ଠାରୁ ଅଲଗା କରାଯାଇଥାଏ
Translation in other languages :