Subscribe
URL of the page has been copied to clipboard.
Meaning : ଶରୀରର ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ପାଚକ ଅଗ୍ନି ନିକଟସ୍ଥ ଆମାଶୟ ଓ ଗ୍ରହଣୀରେ ରହେ
Example : ସମାନବାୟୁର କାର୍ଯ୍ୟ ହେଉଛି ଖାଦ୍ୟ ପାଚନ କରିବା, ଅଗ୍ନିକୁ ବଳ ପ୍ରଦାନ କରିବା ତଥା ରସ,ମଳ ଓ ମୂତ୍ରକୁ ପୃଥକ କରିବା
Synonyms : ସମାନ
Translation in other languages :हिन्दी
शरीरस्थ पाँचवायु में से एक जो पाचक अग्नि के समीप आमाशय और ग्रहणी में रहती है।
Install App