Meaning : ସମାଜର ସେବାରେ ଲାଗିଥିବା ବ୍ୟକ୍ତି
Example :
ଏଠାର ସମାଜସେବକ ପଚାଶଟି ଯୋଡା ବିବାହ କରାଇଛନ୍ତି
Synonyms : ସମାଜସେବୀ
Translation in other languages :
Someone employed to provide social services (especially to the disadvantaged).
caseworker, social worker, welfare worker