Subscribe
URL of the page has been copied to clipboard.
Meaning : ସଫା କରିବାର ପ୍ରକ୍ରିୟା
Example : ସମସ୍ତ ବସ୍ତୁର ପରିଷ୍କୃତି ଆବଶ୍ୟକ
Synonyms : ପରିଷ୍କୃତି
Translation in other languages :हिन्दी English
साफ करने की क्रिया।
The act of making something clean.
Meaning : ଅଭିଯୁକ୍ତ ନିଜର ନିର୍ଦ୍ଦୋଷତାକୁ ପ୍ରମାଣିତ କରିବାପାଇଁ କିଛି କହିବାର କ୍ରିୟା
Example : ତାଙ୍କୁ ସଫେଇ ଦେବାପାଇଁ ସୁଯୋଗ ମିଳିଲା ନାହିଁ
अभियुक्त आदि का अपनी निर्दोषिता प्रमाणित करने के लिए कुछ कहने की क्रिया।
A defendant's answer or plea denying the truth of the charges against him.
Meaning : ଚାଞ୍ଛିବା ଯନ୍ତ୍ରରେ ସଫା କରିବା କାମ
Example : କୃଷକ ଜମିରେ ସଫେଇ କରୁଛି
Translation in other languages :हिन्दी
खुरपी से निराने का काम।
Install App