Meaning : ଯେଉଁ ବ୍ୟକ୍ତି ଦାନ ପାଇବାପାଇଁ ଉପଯୁକ୍ତ
Example :
ସବୁବେଳେ ସତ୍ପାତ୍ରରେ ଦାନ ଦେବା ଆବଶ୍ୟକ
Synonyms : ଦାନ ଗ୍ରହଣଯୋଗ୍ୟ ବ୍ୟକ୍ତି
Translation in other languages :
वह व्यक्ति जो दान पाने के उपयुक्त हो।
दान हमेशा दान-पात्र को ही देना चाहिए।