Meaning : ଅତ୍ୟଧିକ ଅଚେତନ ଅବସ୍ଥା ଯାହା ବିଶେଷ କରି ଲମ୍ବା ସମୟ ପର୍ଯ୍ୟନ୍ତ ରହେ ଏବଂ ଯାହା ବହୁତ କଠିନ ରୋଗ,ଆଘାତ ଆଦିର କାରଣରୁ ହୋଇଥାଏ
Example :
ଅତ୍ୟଧିକ ନିଦ ଔଷଧ ଖାଇଲେ ଆପଣଙ୍କର ବି କୋମା ହୋଇଯାଇପାରେ
Translation in other languages :
A state of deep and often prolonged unconsciousness. Usually the result of disease or injury.
coma, comatoseness