Meaning : କୌଣସି ବସ୍ତୁକୁ ସଂଗ୍ରହ କରୁଥିବା ବ୍ୟକ୍ତି
Example :
ଦୁର୍ଲ୍ଲଭ ବସ୍ତୁଗୁଡ଼ିକ ସଂଗ୍ରହ କରିବାପାଇଁ ସଂଗ୍ରହକର୍ତ୍ତାମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼େ
Synonyms : ସଂଗ୍ରହକର୍ତ୍ତା
Translation in other languages :
वह जो किसी वस्तु आदि का संग्रह करता हो।
दुर्लभ वस्तुओं का संग्रह करने के लिए संग्रहकर्ताओं को बहुत मेहनत करनी पड़ती है।