Meaning : ଏକସଙ୍ଗେ କାମ କରୁଥିବା ଲୋକଙ୍କ ଦଳ
Example :
ଶ୍ରମିକ ଦଳ ଆଜି କାମକୁ ଆସି ନାହାନ୍ତି
Synonyms : ଶ୍ରମଜୀବୀ ଗୋଷ୍ଠୀ, ଶ୍ରମଜୀବୀ ଦଳ, ଶ୍ରମିକ ଗୋଷ୍ଠୀ
Translation in other languages :
A group of people working together temporarily until some goal is achieved.
The working group was supposed to report back in two weeks.