Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଶୃଙ୍ଗାର from ଓଡ଼ିଆ dictionary with examples, synonyms and antonyms.

ଶୃଙ୍ଗାର   ବିଶେଷ୍ୟ

Meaning : ସାହିତ୍ୟରେ ନବରସ ଗୁଡ଼ିକ ମଧ୍ୟରୁ ସବୁଠୁ ପ୍ରସିଦ୍ଧ ପ୍ରଧାନ ରସ

Example : ଶୃଙ୍ଗାର ରସରେ ନାୟକ-ନାୟିକାଙ୍କ ମିଳନ ବା ସଂଯୋଗରୁ ଉତ୍ପନ୍ନ ସୁଖ ବା ବିୟୋଗ କାରଣରୁ ହେଉଥିବା କଷ୍ଟର ବର୍ଣ୍ଣନା ହୋଇଥାଏ

Synonyms : ଶୃଙ୍ଗାର ରସ


Translation in other languages :

साहित्य के नौ रसों में से सबसे अधिक प्रसिद्ध प्रधान रस।

शृंगार रस में नायक-नायिका के मिलन अथवा संयोग से उत्पन्न सुख या वियोग के कारण होने वाले कष्टों का वर्णन होता है।
आदिरस, शृंगार, शृंगार रस, श्रृंगार, श्रृंगार रस

Meaning : ସ୍ତ୍ରୀମାନେ ଗହଣା, ଲୁଗା ଆଦିରେ ନିଜକୁ ସୁସଜ୍ଜିତ କରିବା ପ୍ରକ୍ରିୟା

Example : ସୀତା ଶୃଙ୍ଗାର କକ୍ଷରେ ଘଣ୍ଟାଏ ହେଲାଣି ସଜବାଜ ହେଉଛି

Synonyms : ଅଙ୍ଗରାଗ, ଅଙ୍ଗସଜା, ବେଶବିନ୍ୟାସ, ମେକପ୍‌, ସଜବାଜ, ସାଜସଜ୍ଜା


Translation in other languages :

Cosmetics applied to the face to improve or change your appearance.

make-up, makeup, war paint

Meaning : ସଜାଇହେବା ବା ସଜ୍ଜିତ ହେବା ପ୍ରକ୍ରିୟା

Example : ସାଧାରଣତଃ ସ୍ତ୍ରୀ ଲୋକମାନେ ଶୃଙ୍ଗାରରେ ଅଧିକ ସମୟ କାଟନ୍ତି

Synonyms : ବେଶ, ରୂପସଜ୍ଜା, ସାଜସଜ୍ଜା