Meaning : ଯେଉଁ ମନ୍ଦିରରେ ଭଗବାନ ଶିବଙ୍କ ମୂର୍ତ୍ତି ସ୍ଥାପିତ ହୋଇ ଶିବଙ୍କୁ ଆରାଧନା କରାଯାଏ
Example :
ସେ ପ୍ରତ୍ୟେକ ସୋମବାର ଶିବ ମନ୍ଦିରକୁ ଯାଏ
Synonyms : ମହାଦେବ ମନ୍ଦିର, ଶିବ ମନ୍ଦିର, ଶିବାୟତନ
Translation in other languages :
Place of worship consisting of an edifice for the worship of a deity.
temple