Meaning : ଯାହାକୁ ନିଜ ବାସସ୍ଥାନରୁ ବଳପୂର୍ବକ ବାହାର କରିଦିଆଯାଇଛି ତଥା ଯେ ଅନ୍ୟ ସ୍ଥାନରେ ଶରଣପାଇ ରହିବାକୁ ଇଚ୍ଛା କରୁଅଛି
Example :
ଭାରତରେ ଅନେକ ବିଦେଶୀ ଶରଣାର୍ଥୀ ବସବାସ କରୁଛନ୍ତି
Translation in other languages :
An exile who flees for safety.
refugeeMeaning : ଯାହାଙ୍କୁ ନିଜ ବାସସ୍ଥାନରୁ ବଳପୂର୍ବକ ହଟାଇ ଦିଆଯାଇଛି ଏବଂ ଯେ ଅନ୍ୟ ସ୍ଥାନରେ ଶରଣ ପାଇ ରହିବାକୁ ଚାହେଁ
Example :
ଶରଣାର୍ଥୀ ସଲମାନ ଏବେ ଆମେରିକାରେ ରହୁଛି
Translation in other languages :