Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ଶଙ୍ଖପୁଷ୍ପୀ ଲତା from ଓଡ଼ିଆ dictionary with examples, synonyms and antonyms.

ଶଙ୍ଖପୁଷ୍ପୀ ଲତା   ବିଶେଷ୍ୟ

Meaning : ଶଙ୍ଖଭଳି ଧଳାଫୁଲଯୁକ୍ତ ଯେଉଁ ଲତା ଭାରତରେ ସର୍ବତ୍ର ମିଳେ ଓ ତାହା ଔଷଧ ରୂପେ ବ୍ୟବହୃତ ହୁଏ

Example : ଶଙ୍ଖପୁଷ୍ପୀ ଲତା ବିସ୍ତାରଶୀଳ ଓ ଛୋଟଛୋଟ ଘାସଭଳି ହୋଇଥାଏ

Synonyms : ଶଂଖପୁଷ୍ପୀ ଲତା


Translation in other languages :

Any of numerous plants of the genus Convolvulus.

convolvulus