Meaning : ପଶୁଙ୍କ ଗର୍ଭପାତ ହେବା ବା ଗର୍ଭ ଭାଙ୍ଗିଯିବା
Example :
କାଳୁର ଗାଈ ଲେଉଟାଇଲା
Translation in other languages :
Meaning : ଲେଉଟାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ସେ ରମେଶଦ୍ୱାରା ଜୁନୈଦର ପଇସା ଫେରାଇଲା
Synonyms : ପ୍ରତ୍ୟର୍ପିତ କରାଇବା, ଫେରସ୍ତ କରାଇବା, ଫେରାଇବା
Translation in other languages :