Meaning : ରକ୍ତର ଆଧିକ୍ୟ କାରଣରୁ ଯେଉଁ ରୋଗରେ ସମଗ୍ର ଶରୀରରୁ ଧୂଆଁ ଭଳି ବାହାରେ
Example :
ରମେଶ ରୁଧିରବୃଦ୍ଧିଦାହ ରୋଗରେ ପୀଡ଼ିତ ଅଛି
Synonyms : ରୁଧିରବୃଦ୍ଧିଦାହ ରୋଗ
Translation in other languages :
एक रोग जिसमें रक्त की अधिकता के कारण सारे शरीर से धुआँ-सा निकलता है।
रमेश रुधिरवृद्धिदाह से पीड़ित है।