Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ରହସ୍ୟ ଅପ୍ରକଟନ from ଓଡ଼ିଆ dictionary with examples, synonyms and antonyms.

ରହସ୍ୟ ଅପ୍ରକଟନ   ବିଶେଷ୍ୟ

Meaning : କୌଣସି ରହସ୍ୟକୁ ଗୋପନୀୟ ରଖିବାର କ୍ରିୟା ବା ଭାବ

Example : ଏହି ମାମଲାର ରହସ୍ୟକୁ ଗୋପନରଖିବା ଠିକ୍‌ ବୋଲି ମୁଖିଆଙ୍କର ଆଦେଶ

Synonyms : ରହସ୍ୟ ଅଦୃଶ୍ୟତା, ରହସ୍ୟ ଅପ୍ରକାଶନ, ରହସ୍ୟ ଗୋପନ, ରହସ୍ୟ ଲୁଚାଣ


Translation in other languages :

किसी रहस्य को गोपनीय रखने की क्रिया या भाव।

मुखिया का आदेश है कि इस मामले का रहस्यगोपन ही ठीक है।
रहस्य गूहन, रहस्य छिपाई, रहस्यगोपन

The activity of keeping something secret.

concealing, concealment, hiding