Meaning : ଯୁଦ୍ଧରୁ ପଳାୟନ କରିବାର କ୍ରିୟା
Example :
ଭାରତୀୟ ସେନାର ଭୟଙ୍କର ରୂପ ଦେଖିଲାମାତ୍ରେ ବିପକ୍ଷ ସୈନ୍ୟମାନେ ଯୁଦ୍ଧ-ପଳାୟନ ଆରମ୍ଭ କରିଦେଲେ
Synonyms : ଛତ୍ରଭଙ୍ଗ, ଯୁଦ୍ଧ-ପଳାୟନ
Translation in other languages :
युद्ध से पलायन करने की क्रिया।
भारतीय सेना का रौद्र रूप देखते ही विपक्षी सैनिकों ने युद्धपलायन शुरू कर दिया।