Meaning : ରାଜପୁତମାନଙ୍କର ଏକ ଜାତି
Example :
ସେ ରଙ୍ଗାର ଜାତି ହୋଇଥିବାରୁ ଭାରି ଗର୍ବୀ
Synonyms : ରଂଗାର ଜାତି
Translation in other languages :
Meaning : ବୈଶ୍ୟମାନଙ୍କର ଏକ ଜାତି
Example :
ଅନ୍ୟ ଜାତିରେ ବିବାହ କରିବାଯୋଗୁଁ ତାକୁ ରଙ୍ଗାର ଜାତିରୁ ବାହାର କରିଦିଆଯାଇଛି
Synonyms : ରଂଗାର ଜାତି
Translation in other languages :