Meaning : ଶରୀରର କୌଣସି ଅଙ୍ଗ କଟି ଯିବାରୁ ବା ଅନ୍ୟ କୌଣସି କାରଣରୁ ରକ୍ତ ବାହାରିବାର ପ୍ରକ୍ରିୟା
Example :
ଅତ୍ୟଧିକ ରକ୍ତସ୍ରାବ କାରଣରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିର ମୃତ୍ୟୁ ହେଲା
Synonyms : ରୁଧିରସ୍ରାବ
Translation in other languages :
शरीर के किसी अंग के कट-फट जाने के कारण या और किसी प्रकार से उसमें से ख़ून बहने की क्रिया।
अत्यधिक रक्तस्राव के कारण दुर्घटनाग्रस्त व्यक्ति की मृत्यु हो गयी।Meaning : ଘୋଡ଼ାମାନଙ୍କୁ ହେଉଥିବା ଏକ ରୋଗ
Example :
ରକ୍ତସ୍ରାବରେ ଘୋଡ଼ାର ଆଖିରୁ ଲାଲ ପାଣି ବା ରକ୍ତ ବହେ
Translation in other languages :