Meaning : ସ୍ତ୍ରୀମାନଙ୍କୁ ହେଉଥିବା ଏକ ରୋଗ
Example :
ରକ୍ତଗୁଳ୍ମରେ ଗର୍ଭାଶୟର ରକ୍ତ ଜମାଟ ବାନ୍ଧି ଯାଏ
Synonyms : ରକ୍ତଗୁଳ୍ମ ରୋଗ
Translation in other languages :
स्त्रियों को होनेवाला एक रोग।
रक्तगुल्म में गर्भाशय में रक्त की गाँठ बँध जाती है।