Meaning : ଏକ ପ୍ରକାର ମୂଳରୁ ଉତ୍ପନ୍ନ ହୋଉଥିବା ବସ୍ତୁ ବା ଜୀବଆଦିର ବର୍ଗ ଯାହା ଅନ୍ୟ ଜୀବ ବା ବସ୍ତୁଠାରୁ ତାକୁ ଭିନ୍ନ କରେ
Example :
ଏହି ବଗିଚାରେ ବହୁ ପ୍ରକାରର ଗୋଲାପ ଅଛି
Translation in other languages :
Meaning : ଏକ ବିଶେଷ ପ୍ରକାର ବସ୍ତୁ
Example :
ମୁଁ ଆଗରୁ ଥରେ ଏହି ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଛି
Translation in other languages :
A particular type of thing.
Problems of this type are very difficult to solve.