Meaning : ଭାଇ-ପୁତୁରାଆଦି ସମସ୍ତେ ମିଶି ଏକାସାଥିରେ ରହୁଥିବା ପରିବାର
Example :
ଯୌଥ ପରିବାରର ଅସ୍ତିତ୍ୱ ଧୀରେଧୀରେ ଶେଷ ହୋଇଯାଉଛି
Synonyms : ଏକାନ୍ନବର୍ତ୍ତୀ ପରିବାର ସଂଯୁକ୍ତ ପରିବାର
Translation in other languages :
वह परिवार जिसमें भाई-भतीजे आदि सब मिलकर एक साथ रहते हैं।
संयुक्त परिवार का अस्तित्व धीरे-धीरे समाप्त होता जा रहा है।