Meaning : ଯେଉଁ ଲୋକମାନଙ୍କର କୌଣସି ସ୍ଥାୟୀ ନିବାସ ନଥାଏ ଏବଂ ସେହି କାରଣରୁ ସେମାନେ ସଦାବେଳେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରିଥାନ୍ତି
Example :
ସଡ଼କ ପାଖରେ ଯାଯାବର ନିଜର ଡେରା ପକେଇଛନ୍ତି
Synonyms : ବାରବୁଲା
Translation in other languages :
A member of a people who have no permanent home but move about according to the seasons.
nomadMeaning : ଯେ ବହୁତ ବୁଲେ
Example :
ବୁଲିବାକୁ ଚାହୁଁଛ ତ ଯାଯାବରଙ୍କ ଦଳରେ ସାମିଲ ହୋଇଯାଅ
Synonyms : ବାରବୁଲା
Translation in other languages :
Meaning : ଯେ ବହୁତ ବୁଲାବୁଲି କରେ
Example :
ଯୋଗିରାଜ ହରିହର ସ୍ୱାମୀ ଜଣେ ବୁଲା ସଂଥ
Synonyms : ପର୍ଯ୍ୟଟନପ୍ରିୟ, ବୁଲା, ବୁଲାପ୍ରିୟ, ଭ୍ରମଣପ୍ରିୟ
Translation in other languages :
जो बहुत घूमता हो।
योगिराज हरिहरनजी एक घुमक्कड़ संत हैं।Meaning : ଗୋଟିଏ ସ୍ଥାନରେ ସବୁବେଳେ ରହୁନଥିବା
Example :
ଯୋଗେନ୍ଦ୍ର ଏଠାରେ ସ୍ଥାୟୀ ନୁହେଁ, ଜଣେ ଯାଯାବର ବ୍ୟକ୍ତି
Synonyms : ଅସ୍ଥାୟୀ
Translation in other languages :