Subscribe
URL of the page has been copied to clipboard.
Meaning : ଯର୍ଜୁବେଦର ବା ଯର୍ଜୁବେଦ ସହ ସମ୍ବନ୍ଧିତ
Example : ପଣ୍ଡିତ ମହାଶୟ ଗୋଟିଏ ଯର୍ଜୁବେଦୀୟ ଶ୍ଳୋକର ଭାବାର୍ଥ ବୁଝାଉଛନ୍ତି
Translation in other languages :हिन्दी
यजुर्वेद का या यजुर्वेद से संबंधित।
Meaning : ଯର୍ଜୁବେଦ ଅନୁସାରେ ସବୁ କାର୍ଯ୍ୟ କରୁଥିବା ପଣ୍ଡିତ
Example : ପଣ୍ଡିତ ଶ୍ୟାମାନନ୍ଦ ଜଣେ ଯର୍ଜୁବେଦୀ ବ୍ରାହ୍ମଣ
Synonyms : ଯର୍ଜୁବେଦୀ
यजुर्वेद के अनुसार सब कृत्य करने वाला।
Install App