Meaning : ମୋଲଡୋୱା ଲୋକଙ୍କ ଭାଷା
Example :
ମୋଲଡୋବା ଭାଷାର ରୋମାନିଆ ଭାଷା ସହିତ ସାମଞ୍ଜସ୍ୟ ରହିଛି
Synonyms : ମୋଲଡୋବା ଭାଷା, ମୋଲଡୋୱାଇ ଭାଷା
Translation in other languages :
मोल्डोवा के लोगों की भाषा।
मोल्डोवाई रोमानियाई भाषा से मिलती-जुलती है।Meaning : ମୋଲଡୋବାର ନିବାସୀ
Example :
ଜଣେ ମୋଲଡୋବାବାସୀ ଆମକୁ ମୋଲଡୋବା ବୁଲି ଦେଖାଇଲା
Synonyms : ମୋଲଡୋବାବାସୀ
Translation in other languages :
मोल्डोवा का निवासी।
एक मोल्डोवाई ने हमें मोल्डोवा घुमाया।A native or inhabitant of Europe.
europeanMeaning : ମୋଲଡୋୱାଇ ଭାଷା ସହିତ ସମ୍ବନ୍ଧିତ ବା ମୋଲଡୋୱାଇ ଭାଷାର
Example :
ସେ ମୋଲଡୋୱାଇ ଉପନ୍ୟାସ ପଢ଼ୁପଢ଼ୁ ଶୋଇଗଲା
Synonyms : ମୋଲଡୋୱାଇ ଭାଷା
Meaning : ମୋଲଡୋୱା ସହିତ ସମ୍ବନ୍ଧିତ ବା ମୋଲଡୋୱାର
Example :
ମୋଲଡୋୱାଇ ସଂସ୍କୃତି ଉପରେ ପଡ଼ୋଶୀ ରାଜ୍ୟ ରୋମାନିୟାର ଅଧିକ ପ୍ରଭାବ ସ୍ପଷ୍ଟ ଜଣାପଡ଼େ
Translation in other languages :
Of or relating to or characteristic of Moldova or its people or culture.
moldovan