Meaning : ଖେତରୁ ମୂଷାମାନଙ୍କୁ ଧରି ଖାଇଯାଉଥିବା ଏକ ପ୍ରକାର ପକ୍ଷୀ
Example :
ମୁସମର ଚଞ୍ଚୁରେ ଖୁମ୍ପିଖୁମ୍ପି ମୂଷାକୁ ଘାଇଲା କରିଦେଲା
Synonyms : ମୁସମର, ମୂଷାମରା ଚଢ଼େଇ
Translation in other languages :
एक प्रकार की चिड़िया जो खेत में चूहों को पकड़कर खाती है।
मुसमर ने चोंच मार-मारकर चूहे को घायल कर दिया।