Meaning : ସମାଚାର ପତ୍ରର ଯେଉଁ ଅଧିକାରୀଙ୍କ ଉପରେ ସମାଚାର ପତ୍ରର ଛପାହେବା କାର୍ଯ୍ୟଭାର ନିର୍ଭର କରେ ଏବଂ ଯେ ବୈଧାନିକ ଦୃଷ୍ଟିରୁ ଏଥିରେ ଛପା ହେଉଥିବା ସବୁ ସମାଚାର ପାଇଁ ଉତ୍ତରଦାୟୀ ହୋଇଥାଏ
Example :
ମୁଦ୍ରଣକାର ଏହି ସମାଚାର ଛାପିବା ପୂର୍ବରୁ ଏହାକୁ ସଂଶୋଧନ କରିଛନ୍ତି
Synonyms : ମୁଦ୍ରଣକାର
Translation in other languages :
छापेखाने का वह अधिकारी जिस पर छापने का भार होता है और जो वैधानिक दृष्टि से उस छपी हुई वस्तु की सब बातों के लिए उत्तरदायी होता है।
मुद्रक ने इस समाचार को छापने से पहले इसमें थोड़ा संशोधन किया है।