Meaning : କାହାରିକୁ ମୁତିବାପାଇଁ ପ୍ରବୃତ୍ତ କରିବା
Example :
ମାଆ ସୁ ସୁ କହି ଶିଶୁକୁ ମୁତାଉଛନ୍ତି
Synonyms : ପରିସ୍ରା କରାଇବା, ପ୍ରସ୍ରାବ କରାଇବା
Translation in other languages :
Meaning : କାହାରିକୁ ପରିସ୍ରା କରିବା ନିମନ୍ତେ ପ୍ରବୃତ୍ତ କରାଇବା
Example :
ମାଆ ଛୋଟ ପିଲାକୁ ମୁତାଉଛନ୍ତି
Synonyms : ପରିସ୍ରା କରାଇବା
Translation in other languages :