Meaning : ମାଟି-ପଥରର କିଛି ବାହାରି ପଡ଼ିଥିବା ଭୂଭାଗ
Example :
ସେ ମୁଣ୍ଡିଆ ଉପରେ ଠିଆ ହୋଇ ମୋତେ ଡାକ ପକାଉଥିଲା
Translation in other languages :
(usually plural) a rolling treeless highland with little soil.
downMeaning : ଛୋଟମୋଟ ପାହାଡ଼
Example :
ଆମେମାନେ ମନ୍ଦିର ନିକଟରେ ଥିବା ମୁଣ୍ଡିଆରେ ଚଢ଼ିଲୁ
Translation in other languages :
The summit of a mountain.
mountain peak