Subscribe
URL of the page has been copied to clipboard.
Meaning : ମାରୱାଡ଼ର ବ୍ୟକ୍ତି
Example : ମାରୱାଡ଼ିମାନେ ବ୍ୟବସାୟରେ ନିପୁଣ ହୋଇଥାନ୍ତି
Synonyms : ମାରୁଆଡ଼ି
Translation in other languages :हिन्दी
मारवाड़ का व्यक्ति।
Meaning : ମାରବାଡ଼ରେ ରହୁଥିବା ବ୍ୟକ୍ତି
Example : ଏହା ମାରୱାଡ଼ି ବଣିଆ ମାନଙ୍କର ବସ୍ତି
Synonyms : ମାରବାଡ଼ି
Meaning : ମାରୱାଡ଼ି ଭାଷା ସହିତ ସଂବନ୍ଧିତ ବା ମାରୱାଡ଼ି ଭାଷାର
Example : ଢୋଲା ମାରୂ ଏକ ମାରୱାଡ଼ି ଲୋକକଥା ଉପରେ ଆଧାରିତ ପୁସ୍ତକ
Install App