Subscribe
URL of the page has been copied to clipboard.
Meaning : ଯେଉଁ ପତ୍ରରେ କୌଣସି ପରୀକ୍ଷାରେ ପ୍ରତ୍ୟେକ ବିଷୟରେ ମିଳିଥିବା ଅଙ୍କ ଉଲ୍ଲେଖ କରାଯାଇଥାଏ
Example : ମୋର ଦଶମ ଶ୍ରେଣୀର ମାର୍କସିଟ୍ କେଉଁଠି ହଜିଯାଇଛି
Synonyms : ଅଙ୍କସୂଚୀ
Translation in other languages :हिन्दी
वह पत्र जिसपर किसी परीक्षा में हर एक विषय में अर्जित किए हुए अंक लिखे होते हैं।
Install App