Subscribe
URL of the page has been copied to clipboard.
Meaning : ଶିଙ୍ଗରେ ମାରୁଥିବା (ପଶୁ)
Example : ମାରଣା ବଳଦକୁ ଦେଖିବା କ୍ଷଣି ଲୋକେ ଦୌଡ଼ିବାକୁ ଲାଗିଲେ
Synonyms : ମାରେଣା
Translation in other languages :हिन्दी
सींग से मारने वाला (पशु)।
Meaning : ଉତ୍କଟ ବିଷର ପ୍ରଭାବକୁ ନଷ୍ଟ କରୁଥିବା
Example : ତାଙ୍କ ନାଶକ ମନ୍ତ୍ର ଗୋପାଳକୁ ମୃତ୍ୟୁ ମୁହଁରୁ ରକ୍ଷାକଲା
Synonyms : ଘାତକ, ନାଶକ
Install App